Odia Naughty Shayari


ଗୋଲାପ ଫୁଲର ଶେଜକୁ ସଜାଇ
କେହି ବଡ ହୋଇନାହିଁ
ଦୁଃଖର ଯେ ସାଥି କରିଯାଇଅଛି
ସୁଖ ଥୁଆ ତାହା ପାଇଁ

ଆଉ ଯଦି କେବେ ଭୁଲ୍ ନ କରିବ  
ତେବେ ମୁଁ କରିବି ଚିନ୍ତା
ଆଇ ଲଭ୍ ୟୁ ବୋଲି କହିଥିଲ ତୁମେ
ମନେ ଅଛି ତୁମ କଥା

5 comments:

  1. tuma hata lekha shayari
    laga bhari mota bhala
    toma sahi hrudu bhanga chani
    kora mota kalabala

    ReplyDelete